ରାଜଧାନୀରେ ଶିକ୍ଷା ବ୍ୟବସ୍ଥାର ନଗ୍ନରୂପ:୫ଟା ଶ୍ରେଣୀ ପାଇଁ ଜଣେ ଶିକ୍ଷୟିତ୍ରୀ

ଭୁବନେଶ୍ୱର: ଆମେ ପଢ଼ିବୁ, ଗଢ଼ିବୁ, ଶ୍ରେଷ୍ଠ ହେବୁ। ଗତ ବର୍ଷ ଶିଶୁ ଦିବସରେ ଖୋଦ ମୁଖ୍ୟମନ୍ତ୍ରୀ ପିଲାମାନଙ୍କ ଉଦ୍ଦେଶ୍ୟରେ ଏମିତି ଏକ ମୂଲ୍ୟବାନ ବାର୍ତା ରଖିଥିଲେ। ତେବେ ସଂଳାପ ଶୁଣାଇବା ଅପେକ୍ଷା ପଢ଼ିବା ପାଇଁ ଯେ ଶିକ୍ଷକ ଏବଂ ଶୈକ୍ଷିକ ବାତାବରଣଟିଏ ଲୋଡ଼ା ତାହା ବୋଧହୁଏ ଭୁଲିଯାଇଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ। ଖୋଦ୍‌ ରାଜଧାନୀର ସାଲିଆସାହି ଆଦିବାସୀ ଗାଁ’ ଅନ୍ତର୍ଗତ ‘ଆଦିବାସୀ ଗାଁ ପ୍ରାଥମିକ ବିଦ୍ୟାଳୟ’ ଶିକ୍ଷା ବ୍ୟବସ୍ଥାର … Continue reading ରାଜଧାନୀରେ ଶିକ୍ଷା ବ୍ୟବସ୍ଥାର ନଗ୍ନରୂପ:୫ଟା ଶ୍ରେଣୀ ପାଇଁ ଜଣେ ଶିକ୍ଷୟିତ୍ରୀ